ନବୀନଙ୍କ ଜିରୋ ଟଲେରାନ୍ସକୁ ଆଦର୍ଶ କରିଥିବା ଅମର;କ’ଣ କରିବେ?

ଅତୀତରେ ସରକାର କିମ୍ବା ଦଳର ଭାବମୂର୍ତ୍ତି ଉପରେ ଯେ କୌଣସି ପରିସ୍ଥିତିରେ ପ୍ରଶ୍ନ ଉଠିଛି ବିଜୁ ଜନତା ଦଳର ବାଦଶାହ ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ ଟଲେରାନ୍ସ ଗ୍ରହଣ କରିଛନ୍ତି। ଚର୍ଚ୍ଚା ହୁଏ ନବୀନଙ୍କ ରାସ୍ତାରେ ବରିଷ୍ଠ ବିଧାୟକ ତଥା ଜନନେତା ଅମର ପ୍ରସାଦ ଶତପଥୀ……… ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୩-ଅଗଷ୍ଟ-୨୦୨୨ ରାଜନୈତିକ ସ୍ତରରେ ଏହାକୁ ଏକ ଛୋଟ ଘଟଣାର ଆଖ୍ୟା ଦିଆଯାଇପାରେ।ହେଲେ ଶ୍ରାବଣର ନିଦାଘ ମାଡରେ ଶାରୀରିକ ଭିନ୍ନକ୍ଷମ,ବିକଳାଙ୍ଗ,ପିଲାଟିର ପରିବା ବ୍ଯବସାୟ ହିଁ … Continue reading ନବୀନଙ୍କ ଜିରୋ ଟଲେରାନ୍ସକୁ ଆଦର୍ଶ କରିଥିବା ଅମର;କ’ଣ କରିବେ?